#କଂଗ୍ରେସରେ_ଗାନ୍ଧୀ_ପରିବାରର_ଏକାଧୀକାର_ଉପରେ_ଆକ୍ରମଣ
#ଏବେ_ବିତର୍କ_ଓ_ବିବାଦରେ_କଂଗ୍ରେସର_ଜି_୨୩
#ଆମେ_ଜି_୨୩_ମାତ୍ର_ଜୀ_ହଜୁରୀ_୨୩_ନୁହେଁ
କଂଗ୍ରେସ ଗାନ୍ଧୀ ପରିବାରରେ ଏକାଧିକାର ଉପରେ ଜି-୨୩ ଆକ୍ରମଣ ପରେ ବିତର୍କ ଓ ବିବାଦ । ସୋନିଆ କଂଗ୍ରେସରେ ଦାୟ ନା ପୁଅ ରାହୁଲରେ, ଅପେକ୍ଷାରେ ଜନତା । ସେପଟେ କଂଗ୍ରେସର ରାଷ୍ଟ୍ରୀୟ ବିବାଦର ପ୍ରଭାବ ଓଡ଼ିଶା କଂଗ୍ରେସରେ ମଧ୍ୟ ଦେଖିବାକୁ ମିଳିଛି ।
#Congress #OdishaCongress #G23 #Attack #Odisha #ArgusNews