#କଂଗ୍ରେସ_ନେତା_ରାହୁଲ_ଗାନ୍ଧିଙ୍କୁ_ବିଜେପିର_ଧୂଆଁଧାର_ଆଟାକ୍
ଆଦାନୀ ପ୍ରସଙ୍ଗରେ ରାହୁଲ, ରାଗ ଗାଉଥିବା ବେଳେ ଏବେ ରାହୁଲଙ୍କ ବିଜନେସମେନ୍ ଲିଙ୍କ ନେଇ ନିଆଁବାଣ ହୋଇଛି ବିଜେପି । ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସାକ୍ଷାତକାର ପରେ ଏବେ ରାହୁଲଙ୍କ କାଠଗଡ଼ାରେ ଛିଡ଼ା କରିଛି ବିଜେପି ।
#ArgusNews #Congress #BJP #RahulGandhi #businessmanlinks #Controvercy #GhulamNabiAzad #National