#ମନ୍ଦିର_ଆକୃତିର_କେକ୍_କାଟି_ବିବାଦରେ_କଂଗ୍ରେସ_ନେତା_କମଲନାଥ
ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳ ନାଥ ପୁଣି ଥରେ ବିବାଦ ଘେରରେ ଆସିଛନ୍ତି । ତାଙ୍କର ଜନ୍ମ ଦିନ ପାଳନ କରୁଥିବାର ଭିଡିଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓରେ କମଳନାଥ ଶିକାରପୁର ଠାରେ ଜନ୍ମ ଦିନରେ କେକ୍ କାଟୁଥିବାର ଦେଖିବାକୁ ମିଳୁଛି ।
#argusnews #kamalnath #controversy #congressleader #madhyapradesh #cakecutting #national #nationalnews