#ସଂସଦରୁ_ବିଧାନସଭା_କଳା_ପୋଷାକରେ_କଂଗ୍ରେସର_ପ୍ରୋଟେଷ୍ଟ
#ଓବିସିଙ୍କୁ_ଅପମାନ_ପ୍ରସଙ୍ଗରେ_ବିଜେପିର_କାଉଣ୍ଟର_ଆଟାକ୍
ସ୍ଥାନ ଗୋଟିଏ। କିନ୍ତୁ ପ୍ରସଙ୍ଗ ଭିନ୍ନ । ପ୍ରଥମେ କଂଗ୍ରେସ ସମେତ ସବୁ ବିରୋଧୀ। ତାପରେ ପରେ ବିଜେପି। ସୋନିଆ ଗାନ୍ଧିଙ୍କଠାରୁ କଂଗ୍ରେସ ସଭାପତି ଖଡଗେ ସମସ୍ତେ କଳା ପୋଷାକ ପିନ୍ଧି ସଂସଦ ପରିସରରେ ଥିବା ଗାନ୍ଧିଜୀଙ୍କ ମୂର୍ତ୍ତି ଆଗରେ ଦେଇଥିଲେ ଧାରଣା।
#ArgusNews #Congress #BJP #Protest #National