ମୋଦୀ ବିରୋଧୀ ମେଣ୍ଟକୁ ନେଇ ମମତା ଓ ଅଖିଳେଶଙ୍କୁ ଟାର୍ଗେଟ କଲା କଂଗ୍ରେସ । କଂଗ୍ରେସ ନେତା ଜୟରାମ ରମେଶ କହିଲେ କଂଗ୍ରେସ ବିନା କୌଣସି ମୋଦୀ ବିରୋଧୀ ମେଂଟ ସମ୍ଭବ ନୁହେଁ । ମମତା ଅଖିଳେଶ କହିଥିଲେ ଯେ କଂଗ୍ରେସ ବିନା ମୋଦିଙ୍କ ବିରୁଦ୍ଧରେ ତିଆରି କରିବେ ମେଂଟ ।
#ArgusNews #congresstargeted #MamataBanerjee #AkhileshYadav #NarendraModi #National