#ଦେଶରେ_ଆରମ୍ଭ_ହେଲା_ଛୁଞ୍ଚିମୁକ୍ତ_କରୋନା_ଟିକା
#୭_ରାଜ୍ୟରେ_ପହଞ୍ଚିଲା_ଜାଇକୋଭ_ଡି_ଭ୍ୟାକ୍ସିନ୍
କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ମୁତାବକ ଜାଇଡସ୍ କାଡିଲା ର ଜାଇକଭ୍-ଡି ଟିକା ଯୋଗାଣ ଆରମ୍ଭ ହୋଇଛି । ଜାଇକଭ୍-ଡି ହେଉଛି ଭାରତରେ ଆରମ୍ଭ ହେବାକୁ ଜାଉଥିବା ପ୍ରଥମ ୩ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକା । ଜାଇକଭ୍-ଡି ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି ।
#corona #coronaVaccine #zycov-D #zycpv-DDose #Nation #Odisha #ArgusNews