#ତ୍ରେତୟା_ଯୁଗର_ଦଶରଥ_ମହଲ
ଇଏ ହେଉଛି ତ୍ରତୟା ଯୁଗର ଦଶରଥ ମହଲ। ଯେଉଁଠି ରାଜା ଦଶରଥ ନିଜର ଚାରି ସନ୍ତାନଙ୍କୁ ବଡ଼ କରିଥିଲେ। ଏହି ମହଲରେ ଭାଗବାନ ରାମ, ଲକ୍ଷ୍ମଣ, ଭରତ, ଶତୃଘ୍ନଙ୍କ ସ୍ମୃତି ରହିଛି....।
#Argusnews #Ramanavami #Hindufestival #Ramanavami2023 #Lordramabirthday #Ayodhya #DashrathMahal