ଆଜି ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଜନ୍ମ ବାର୍ଷିକୀର ବର୍ଷ ବ୍ୟାପୀ ପାଳନକୁ ଉଦ୍ଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
#ArgusNews #NarendraModi #Delhi #indoorstadium #DayanandaSaraswati #BirthAnniversary #Odisha