ଆଉ ଦୁଇଟା ଦିନ ପରେ ଆଲୋକର ପର୍ବ ଦୀପାବଳି । ଏନେଇ ଅଯୋଧ୍ୟାରେ ଚାଲିଛି ପ୍ରସ୍ତୁତି । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହେଉଛି ଅଯୋଧ୍ୟା । ପ୍ରଭୁ ଶ୍ରୀ ରାମଙ୍କ ଧ୍ବନୀରେ ପ୍ରକମ୍ପିତ ହେଉଛି ଅଯେଧ୍ୟା ।
#Ayodhya #Diwali #diwali2022 #festival #celebration #shreeram #UttarPradesh #ArgusNews