ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କୋଭିଡ୍ ସଂକ୍ରମଣ। ମଙ୍ଗଳବାର କୋଭିଡ ସଂକ୍ରମଣରେ ୨୬ ପ୍ରତିଶତ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୬୩୨ କୋଭିଡ୍ ପଜିଟିଭ୍ ଚିହ୍ନଟ ।
#Delhi #CovidPositive #Corona #Odisha #ArgusNews