ଆଜି ଦିଲ୍ଲୀ ମେୟର ନିର୍ବାଚନ । ପୂର୍ବରୁ ଦୁଇ ଥର ନିର୍ବାଚନ ସ୍ଥଗିତ ହୋଇଥିବା ବେଳେ ଆଜି ନୂଆ ତାରିଖ ସ୍ଥିର ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ଆଜି MCD ବୈଠକ ଆୟୋଜନକୁ ମଞ୍ଜୁର କରିଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା
#ArgusNews #NewDelhi #MayorElection