ଆରମ୍ଭ ହୋଇଛି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ।
ସକାଳ ୮ଟାରୁ ଚାଲିଛି ଭୋଟିଂ । ୨୫୦ ଓ୍ବାର୍ଡରେ ସମୁଦାୟ ୧୩୪୯ ଆଶାୟୀ ମୈଦାନକୁ ଓହ୍ଲାଇଛନ୍ତି । ସନ୍ଧ୍ୟା ସାଢ଼େ ୫ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଏହାପରେ ଆସନ୍ତା ୭ ତାରିଖରେ ହେବ ଭୋଟ୍ ଗଣତି
#ArgusNews #NewDelhi #MCD #Election