ଡିସେମ୍ବର ୪ରେ ଦିଲ୍ଲୀ ଏମସିଡି ନିର୍ବାଚନ । ସବୁ ରାଜ୍ୟର ପ୍ରବାସୀଙ୍କ ଭୋଟ ଉପରେ ତିନି ପ୍ରମୁଖ ଦଳର ନଜର । ବିଜେପି ପାଇଁ ପ୍ରଚାର ମୈଦାନରେ 3 ଓଡ଼ିଆ ନେତା । ପ୍ରଚାରରେ ସାମିଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
#ArgusNews #MCDElection #ElectionCampaign #UnionMinister #DharmendraPradhan #Delhi