#ହାୟର_ଷ୍ଟଡି_କରିବାକୁ_ଚାହୁଁଛି_ଅଫତାବ
ଶ୍ରଦ୍ଧାକୁ କାଟି ଥିବା ଅଫତାବ କରିବାକୁ ଚାହୁଁଛି ହାୟର ଷ୍ଟଡି । କୋର୍ଟରେ କହିଲା ତାକୁ ଦିଆଯାଉ ପେନସିଲ ଓ ଖାତା । ଦିଲ୍ଲୀର କୋର୍ଟ ଜାରୀ କଲେ ନୋଟିସ ।
#ArgusNews #Delhi #ShraddhaMurderCase #LoveSexDhoka #AltafPoonawalla #Higherstudies #National