ଦିଲ୍ଲୀ ମହାନଗର ନିର୍ବାଚନ ପାଇଁ ଚାଲିଛି ପ୍ରଚାର। ଆଜି ପୁଣିଥରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଚିତ୍ତରଂଜନ ପାର୍କରେ ବିଜେପି ପ୍ରାର୍ଥୀନୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ରାଲି କରିଛନ୍ତି।
#ArgusNews #delhi #DharmendraPradhan #ElectionCampaign #DelhiMCD