ଇତିହାସକୁ ଉଜାଗର କରୁଛନ୍ତି ସରକାର। ଅନାଲୋଚିତ ବୀର ସଂଗ୍ରାମୀଙ୍କ ଗାଥା ସାମ୍ନାକୁ ଆଣିବା ସହ ଦେଶବାରସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବାକୁ ସରକାର ପ୍ରୟାସ ଜାରି ରଖିଥିବା ସଂସଦରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ....।
#ArgusNews #DharmendraPradhan #FreedomFighters #patriotism #History #National