ମହାମହିମ ରାଷ୍ଟ୍ରପତିଙ୍କୁ ଅପମାନ ଜନକ ଶବ୍ଦ ବ୍ୟବହାର । ଯାହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଲେଶ୍ବର ଓକିଲ ସଂଘ ପକ୍ଷରୁ ମଧ୍ୟ ଏହାକୁ ଦୃଢ ନିନ୍ଦା କରାଯାଇଛି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।
#President #PresidentOfIndia #DroupadiMurmu #disrespect #akhilgiri #tmc #ArgusNews