ଆଜି ଭାରତୀୟ ଜନତା ପାର୍ଟିର ଏକ ଦଳ ଦ୍ରୌପଦୀ ମୁର୍ମୁୁଙ୍କ ସୁନ୍ଦରତା ଉପରେ ପ୍ରଶ୍ନ କରି ସଭାରେ ଅପମାନିତ କରିବାର ହୀନ ପ୍ରୟାସ କରିଥିବା ପଶ୍ଚିମବଙ୍ଗର ଅଖିଳ ଗିରିଙ୍କ ନାମରେ ପଦ୍ମପୁର ଆଦର୍ଶ ଥାନାରେ ଏତଲା ଦେଇଛି ।
#President #PresidentOfIndia #DroupadiMurmu #disrespect #akhilgiri #tmc #ArgusNews