ଚୀନର ଭ୍ୟାକ୍ସିନ ଉପରେ ସନ୍ଦେହ। ଚୀନରେ କରୋନା ସଂଖ୍ୟା ପୁଣି ଥରେ ଲଗାତାର ବଢୁଥିବା ବେଳେ ସେଠାରେ ଅଡୁଆ ଧୀରେ ଧୀରେ ବଢିବାରେ ଲାଗିଛି । ତେବେ ସବୁଠାରୁ ବଡ କଥା ହେଲା ଯେ ଚୀନର ନାଗରିକ ମାନଙ୍କୁ ନିଜ ଦେଶ ତିଆରି ଭ୍ୟାକ୍ସିନ ଉପରେ ବିଶ୍ୱାସ ନାହିଁ ।
#china #covid #vaccine #ArgusNews