#ଦେଶରେ_ମଙ୍କିପକ୍ସ_ଭୟ_ଦେଖି_ରାଜ୍ୟରେ_ସତର୍କତା
#ବେଡ୍_ପ୍ରସ୍ତୁତ_ରଖିବାକୁ_ସରକାରୀ_ମେଡିକାଲକୁ_ନିର୍ଦ୍ଦେଶ
ଦିନକୁ ଦିନ ଦେଶରେ ମଙ୍କିପକ୍ସ ଚିନ୍ତା ବଢିବାରେ ଲାଗିଛି। ସମଗ୍ର ଦୁନିଆରେ ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସକୁ ନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ବିଶ୍ଵ ସ୍ଵାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। ଏହାପରେ ଦେଶରେ ବଢିଛି ସତର୍କତା
#WHO #Monkeypox #HealthDepartment #Odisha #ArgusNews