#ଇଡି_ବନାମ_ଦରବୃଦ୍ଧି
ଇଡି ପାଇଁ ରକ୍ଷଣାତ୍ମକ ଢଙ୍ଗରେ ଥିବା କଂଗ୍ରେସର ନୂଆ ଷ୍ଟ୍ରାଟେଜି । ଦରଦାମ୍ ବୃଦ୍ଧିକୁ ସିଫ୍ଟ କରିଛି ଦଳ । ଦେଶ ସାରା କଂଗ୍ରେସର ବ୍ଲାକ୍ ଫ୍ରାଇଡ଼େ । ଦିଲ୍ଲୀରେ ୧୪୪ ଭାଙ୍ଗିବାରୁ ଅଟକ ରାହୁଲ ଓ ପ୍ରିୟଙ୍କା । ଏହା ପ୍ରସଙ୍ଗରେ କଡ଼ା ଜବାବ ରଖିଛି ବିଜେପି ।
#Congress #BlackFriday #CentralGovt #controversy #ArgusNews