#ମୋଦିଙ୍କ_ପ୍ରଧାନମନ୍ତ୍ରୀତ୍ବର_୮ମ_ବର୍ଷ
୨୦୧୪ ମସିହାରେ ମେଣ୍ଟ ସରକାରରୁ ମୁହଁ ଫେରାଇ ଏକକ ସଂଖ୍ୟାଗରିଷ୍ଠତାର ସରକାର ଆସିଲା । ୩୦ବର୍ଷର ରାଜନୈତିକ ଅସ୍ଥିରତା ପରେ ଆସିଥିଲା ମୋଦି ସରକାର । ୨୦୧୪ ପରେ ୨୦୧୯ରେ ପୂର୍ଣ୍ଣ ବହୁମତ ସହିତ କେନ୍ଦ୍ରରେ ସରକାରକୁ ପୁଣି କ୍ଷମତାକୁ ଆସିଥିଲେ ମୋଦି
#PMNarendraModi #BJP #Odisha #ArgusNews