ଇଂଲଣ୍ଡର ସିଟି ଅଫ ବାଥ ସହରରେ ବେଶ ଧୁମଧାମରେ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି । ଏଥିପାଇଁ ଉତ୍ସବ ମୁଖର ହୋଇଥିଲା ସିଟି ଅଫ ବାଥର ଜଗନ୍ନାଥ ମନ୍ଦିର । ୨ଦିନ ଧରି ଚାଲିଥିବା ଏହି ଏହି ଉତ୍ସବରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜା ସହ ମକର ଚାଉଳ ଓ ଧନୁ ମୁଆଁ ଭୋଗ କରାଯାଇଥିଲା ।
#ArgusNews #makarsankranti #celebration #England #jagannathtemple #devotees