#ଘାତ_ପ୍ରତିଘାତ_ପରେ_ବି_ଅଣ୍ଟା_ସଳଖି_ଛିଡ଼ା_ହୋଇଛି_ଭାରତୀୟ_ଅର୍ଥନୀତି
2022-23 ଅର୍ଥନୈତିକ ସର୍ଭେ ରିପୋର୍ଟ ଦେଇଛି ବଡ଼ ଆଶ୍ବସ୍ତି
କାଲି ଦେଶ ପାଇବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ। ଆଉ ଏହା ପୂର୍ବରୁ ସଂସଦରେ ଉପସ୍ଥାପିତ ହୋଇଛି ୨୦୨୨-୨୩ର ଅର୍ଥନୈତିକ ସର୍ଭେ ରିପୋର୍ଟ। ଆଗାମୀ ଆର୍ଥିକ ବର୍ଷ ପାଇଁ ଦେଶର ବିକାଶ ଦର ବା ଜିଡିପି ଗ୍ରୋଥ୍ 6.8 ପ୍ରତିଶତ ରହିବା ନେଇ ଆନୁମାନ କରାଯାଇଛି।
#ArgusNews #EcoSurveyReport #IndianEconomy #budget #National