#ଜଳସେଚନରେ_ଗୁଜୁରାଟ_ମଡେଲ_ଦେଖି_ଆବାକ_ଓଡିଶା_ଚାଷୀ
#ବୁନ୍ଦା_ଜଳସେଚନରେ_33ରୁ_50_ପ୍ରତିଶତ_ଯାଏଁ_ରୋକି_ହେଉଛି_ଜଳ_ଅପଚୟ
ସ୍ବଳ୍ପ ସାଧନରେ ଜଳସେଚନର ବିପୁଳ ସମ୍ଭାବନାର ଉଦାହରଣ ଗୁଜୁରାଟ । ସଫଳ ହୋଇଛି ପର୍ ଡ୍ରପ୍ ମୋର କ୍ରପ୍ ମାଇକ୍ରୋ ଇରିଗେସନ ପ୍ରକ୍ରିୟା । ବୁନ୍ଦା ଓ ସ୍ପ୍ରିଙ୍କଲିଙ୍ଗ ଜଳସେଚନ ମାଧ୍ୟମରେ କମ ଜଳ ବ୍ୟବହାର କରି ଚାହିଦା ମୁତାବକ ଫସଲ ଉତ୍ପାଦନ କରୁଛନ୍ତି ଗୁଜୁରାଟ ଚାଷୀ ।
#ArgusNews #IrrigationProject #Farmer #Gujurat #National