#ମାଛ_ବି_କଲେଣି_ଗଣିତ
#ମିଶାଣ_ଫେଡାଣରେ_ହେଲେଣି_ମାହିର୍
ଜର୍ମାନୀର ବନ୍ ୟୁନିଭରସିଟିର ବୈଜ୍ଞାନିକମାନେ ‘ସାଙ୍କୁଚ ବା ଷ୍ଟିଂ ରେ’ ଓ ‘ଜେବ୍ରା ମାବୁନା ସିଚ୍ଲିଡ’ ମାଛମାନଙ୍କୁ ମିଶାଣ ଓ ଫେଡାଣ ଶିଖାଇ ପାରିଛନ୍ତି। ଯଦି ବିଭିନ୍ନ ରଙ୍ଗ ଦ୍ୱାରା ସଂଖ୍ୟାମାନଙ୍କୁ ସୂଚିତ କରାଯାଏ, ତାହେଲେ ସେମାନେ ମିଶାଣ ଫେଡାଣ ଭଳି ଗଣିତ ପ୍ରଶ୍ନର ଉତ୍ତର ବାହାର କରି ପାରନ୍ତି ଏହି ମାଛମାନେ
#germany #fish #maths #MATHSOLVING #universityofbonn #ArgusNews