#ଗୋଟିଏ_ଜାଗାରେ_ସାରା_ଦେଶର_ଖାଦ୍ୟ
ଗୋଟିଏ ସ୍ଥାନରେ ପ୍ରଦର୍ଶିତ ହୋଇଛି ସାରା ଦେଶର ଖାଦ୍ୟ । ପ୍ରଥମଥର ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀରେ ଏଭଳି କରାଯାଇଛି ବ୍ୟବସ୍ଥା । କେନ୍ଦ୍ର ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଅକ୍ଟୋବର ୨୮ରୁ ନଭେମ୍ବର ୧୦ ଯାଏଁ ଆୟୋଜିତ ଏହି ସରସ ଖାଦ୍ୟ ମେଳାରେ ୧୭ ରାଜ୍ୟରୁ ୧୫୦ ମହିଳା ଉଦ୍ୟୋଗୀ ଯୋଗଦେଇ ନିଜ ନିଜ ରାଜ୍ୟର ଖାଦ୍ୟ ବିବିଧତା ଓ ବ୍ୟଞ୍ଜନ କଳାକୁ ଲୋକଙ୍କ ନିକଟକୁ ଆଣିଛନ୍ତି ।
#foodfestival #foodfair #Saras #tastedishes #traditionsfood #GoodNews #Delhi #ArgusNews