ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର । ଟାଇପ୍-୨ ମଧୁମେହରେ ପୀଡିତ ରୋଗୀଙ୍କୁ ନୂଆ ଜୀବନ ଦେବ କୃତ୍ରିମ ଅଗ୍ନାଶୟ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି କୃତ୍ରିମ ଅଗ୍ନାଶୟର ପରୀକ୍ଷଣରେ ସଫଳତା ପାଇଛନ୍ତି । ଏହି କୃତ୍ରିମ ଅଗ୍ନାଶୟ ମଧୁମେହରେ ପୀଡିତ ଲୋକଙ୍କୁ ନୂଆ ଜୀବନ ଦେଇପାରିବ ବୋଲି ଆଶା ପ୍ରକଟ କରିଛନ୍ତି ।
#ArgusNews #diabetes #diseases #patient #diabetespatient #cambridgeuniversity #artificialpancreas