#ମାଆ_ହେଲା_ଚିତା_ସିୟାୟା
#କୁନୋ_ଜାତୀୟ_ଉଦ୍ୟାନରୁ_ଆସିଲା_ଖୁସି_ଖବର
ମଧ୍ୟପ୍ରଦେଶ ଜାତୀୟ ଉଦ୍ୟାନ କୁନୋରେ ଜନ୍ମ ନେଲେ ୪ ଚିତା ଶାବକ । କ୍ୟାମେରାରେ କଏଦ ହେଲା ଏହି ସୁନ୍ଦର ଦୃଶ୍ୟ । ୭୦ ବର୍ଷ ପରେ ଦେଶରେ ଶୁଭିଲା ଚିତା ଶାବକଙ୍କ ଶବ୍ଦ ।
#ArgusNews #Cheeta #Birth #cubs #MadhyaPradesh #national