ଭାରତୀୟ ନୌସେନାକୁ ଏକ ବଡ ସଫଳତା ମିଳିଛି । ଜାହାଜ ଆଧାରିତ ଭୂମିରୁ ବାୟୁ ଉପରେ ଆକ୍ରମଣ କରି ପାରୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳତା ପୂର୍ବକ ପରୀକ୍ଷା କରାଯାଇଛି । ଏହା ଦ୍ୱାରା ଭାରତୀୟ ନୌସେନାର ଶକ୍ତି ଆଉ ବଢିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି
#IndianNavy #successfullytasted #experts #ArgusNews