ସୋମବାର ସଵୁଠାରୁ ଖରାପ ଦିନ ।ପ୍ରତ୍ୟେକ ଲୋକମାନେ ସୋମବାରକୁ ପସନ୍ଦ କରିନଥାନ୍ତି । ସୋମବାର ଆସିଲେ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ସୋମବାର କାହିଁକି ଆସୁଛି ?ଏମିତିକି ଏକଥାକୁ ଗିନିଜ ୱଲର୍ଡ ରେକର୍ଡ ମଧ୍ୟ ଗ୍ରହଣ କରିଛି । ସପ୍ତାହର ସଵୁଦିନ ମଧ୍ୟରୁ ସୋମବାର ସଵୁଠାରୁ ଖରାପ ଦିନ ବୋଲି ଗିନିଜ ୱାଲର୍ଡ ରେକର୍ଡର ଟ୍ବିଟର ଆକାଉଣ୍ଟରେ କୁହାଯାଇଛି । ଯାହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।
#monday #worseday #GuinnessWorldRecord #announced #Twitter #ArgusNews