#ଗୁଜରାଟ_ହିମାଚଳର_ହେବ_ଭୋଟ_ଗଣନା ।
#ଯାହାର_ଫଳାଫଳ_ନିର୍ଣ୍ଣୟ_କରିବ_୨୦୨୪_ମହାଲଢ଼େଇର_ଦିଶା_ଓ_ଦଶା
ଗୁଜରାଟ୍, ହିମାଚଳର ଫଳାଫଳ ନିର୍ଣ୍ଣୟ କରିବ ୨୪ ମହାଲଢେଇର ଦିଶା ଓ ଦଶା। ରେଜଲ୍ଟ ପୂର୍ବରୁ ଏକଜିଟ୍ ପୋଲରେ ଗୁଜରାଟ୍, ହିମାଚଳରେ ଆପ୍ ଚିତପଟାଙ୍ଗ। ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟିର ବାଜିମାତ।
#ArgusNews #Gujurat #Himachal #Election #National