ହର୍ ଘର୍ ତ୍ରିରଙ୍ଗା
ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ସବୁଠି ଦେଶପ୍ରେମର ମହକ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆରମ୍ଭ ହୋଇଛି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଆମ ଘରେ ତ୍ରିରଙ୍ଗା ଉଡାଇବା। ସମସ୍ତ ଭାରତୀୟଙ୍କୁ ଆହ୍ଵାନ ଦେଲେ ସି.ଆର.ପି.ଏଫ ଯବାନ।
#HarGharTiranga #AzadiKaAmritMahotsav #CRPFJawans #Tiranga #nationalflag #75thindependenceday #ArgusNews