ଦେଶ ପାଳୁଛି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ । ଏଥିପାଇଁ ଦେଶବ୍ୟାପୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି କେନ୍ଦ୍ର ସରକାର । ଏପରି ଐତିହାସିକ ଅବସରରେ ପାଳନ ହେଉଛି ହର୍ ଘର୍ ତ୍ରିରଙ୍ଗା ।
#campaign #AzadiKaAmritMahotsav #tiranga #HarGharTiranga #song #ArgusNews