ସ୍କୁଲବ୍ୟାଗ ଜାଗାରେ ଅଛି ପ୍ଲାଷ୍ଟିକ ଡବା ବ୍ୟାଗ । ବର୍ଷା ଯୋଗୁଁ ଶୀତ ବି ଲାଗଛି । ହେଲେ ବି ତାକୁ କାମରେ ଯିବାକୁ ପଡିବ । ଜିନିଷ ବିକ୍ରି କରିବାକୁ ପଡିବ । ନହେଲେ ପେଟକୁ ଟିକେ ଦାନା ମିଳିବନି । ସେଥିପାଇଁ କାନ୍ଧରେ ପ୍ଲାଷ୍ଟିକ ବ୍ୟାଗ ପକେଇ ଜିନିଷ ବିକ୍ରି କରିବାକୁ ଯାଉଛି ଏହି କୁନି ପିଲାଟି ।
#viralvideo #littleboy #selling #help #hardwork #ArgusNews