#ଅଯୋଧ୍ୟାରେ_ଭକ୍ତଙ୍କ_ପାଇଁ_ହେଲିକପ୍ଟର
ଶ୍ରୀରାମ ନବମୀ ପାଇଁ ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏହି ଭକ୍ତଙ୍କ ଦର୍ଶନ ନିମନ୍ତେ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ଦୁର ଦୁରାନ୍ତରୁ ଆସିଥିବା ପର୍ଯ୍ୟଟକ ତଥା ଭକ୍ତମାନେ ହେଲିକପ୍ଟର ଯୋଗେ ରାମ ମନ୍ଦିର ଦର୍ଶନ କରିବା ସହ ପୁରା ଅଯୋଧ୍ୟା ସହର ଦର୍ଶନ କରିପାରିବେ ।
#shreeramnavami #ayodhya #devotees #visit #UttarPradesh #ArgusNews