#ଆସିଲା_ମଙ୍କିପକ୍ସ_ଗାଇଡଲାଇନ୍
ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ସ ଜାରି
ସଂକ୍ରମିତ ମଙ୍କିପକ୍ସ ରୋଗୀ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ ।
ତିନି ଥାକିଆ ମାସ୍କ ବ୍ୟବହାର
#monkeypox #guidelines #Odisha #ArgusNews