ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ହିମାଚଳ ପ୍ରଦେଶର ବିଧାନସଭା ସାଧାରଣ ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ତରଫରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପୂର୍ବପ୍ରସ୍ତୁତି ପାଇଁ ୩ ଦିନିଆ ହିମାଚଳ ପ୍ରଦେଶ ଗସ୍ତ କରିଛନ୍ତି ଜାତୀୟ ନିର୍ବାଚନ କମିଶନରଙ୍କ ଟିମ୍ ।
#HimachalPradesh #assemblygeneralelection #Preparations #ElectionCommission #National #ArgusNews