#ସରିଲା_ହିମାଚଳ_ପ୍ରଦେଶ_ମତଦାନ
#କ୍ଷମତା_ବଜାୟ_ରଖିବା_ନେଇ_ବିଜେପିର_ଆଶା_ଦୃଢ
ମାଚଳପ୍ରଦେଶରେ ୬୮ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି । ପାର୍ବତ୍ୟ ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ଏବଂ ପୂର୍ବତନ ବିଜେପି ମୁଖ୍ୟ ସତପାଲ ସିଂହଙ୍କ ସମେତ ମୋଟ୍ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
#himachalpradesh #Vote #complete #BJP #tradition #Congress #candidates #ArgusNews