ଆପଣମାନେ ବଲିଉଡର ସୁପରଷ୍ଟାର ଗୋବିନ୍ଦାଙ୍କ ମୁଭି କୁଲି ନମ୍ବର-୧ର ଗୀତ ଆଜାନା,ଆଜାନା,ଯବ ଦିଲ ନା ଲାଗେ ଦିଲଦାର.... ଶୁଣିଥିବେ ନିଶ୍ଚୟ । ଏହି ଗୀତର ତାଳରେ ଲୁ ଗୀତ ରଚନା କରି ଚର୍ଚ୍ଚାରେ ବିହାର ସମସ୍ତିପୁର ହସନପୁରସ୍ଥିତ ପ୍ରାଥମିକ କନ୍ୟା ବିଦ୍ୟାଳୟ,ମାଲଦାହର ଶିକ୍ଷକ ବୈଦ୍ୟନାଥ ରଜକ,ଯିଏକି ବଲିଉଡ ଅନ୍ଦାଜରେ ଲୁ ଠାରୁ କିଭଳି ରକ୍ଷା ପାଇବେ ସେ ନେଇ ପିଲାଙ୍କୁ ଶିଖାଉଥିବା ଦେଖିବାକୁ ମିଳିଛି ।
#Bihar #Teacher #Odisha #ArgusNews