ଚୀନ୍ କୁ ଚେକ୍ ଦେବାକୁ ଭାରତର ଯୋଜନା । ଏଣିକି ଆମଦାନି ତୁଳନାରେ ଚୀନକୁ ରପ୍ତାନୀ ବଢ଼ାଇବ ଭାରତ । ଶସ୍ତା ଚାଇନା ମାଲ୍ ଉପରେ ଲାଗିବ ଅଧିକ ପରିମାଣର ଆଣ୍ଟି ଡମ୍ପିଂ ଟିକସ୍ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ ପ୍ରସ୍ତୁତ ହେଉଛି ବ୍ୟାପକ ରଣନୀତି
#ArgusNews #China #India #National