#ବଢିବାକୁ_ଯାଉଛି_ଇମରାନ_ଖାନଙ୍କ_ପାଇଁ_ଅଡୁଆ
#ଶୀଘ୍ର_ଲିକ_ହେବ_ତାଙ୍କର_ସାତଟି_ଭିଡିଓ
ଏଥି ମଧ୍ୟରୁ ତିନୋଟି ଭିଡିଓ ଖୁବ ଆପତ୍ତିଜନକ । ଲିକ ହେବା ସୂଚନା ପାଇଁ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଲାଗିଲା ଇମରାନଙ୍କ ଦଳ । ସେହିପରି ଇମରାନ ଖାନ ମଧ୍ୟ ଏଭଳି ଭିଡିଓ ଜାରୀ ହେବା ସମ୍ପର୍କରେ ପରୋକ୍ଷରେ ସ୍ବୀକାର କରିଛନ୍ତି। ସେ ପାକିସ୍ତାନୀ ମିଡିଆକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଇଦ ପରେ ତାଙ୍କର ଚରିତ୍ର ହନନ ପାଇଁ ବିରୋଧୀ ମାନଙ୍କ ପକ୍ଷରୁ ଚେଷ୍ଟା କରାଯାଇ ପାରେ ।
#Pakistani #PrimeMinister #ImranKhan #videos #relationships #ArgusNews