#ଅସ୍ଥିର_ପାକିସ୍ତାନ
#ଇସଲାମାବାଦରେ_ଲକ୍_ଡାଉନ୍
ନଭେମ୍ବର ୩ ତାରିଖ ଦିନ ତେହରିକ-ଏ-ଇନସାଫର ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ଉଦ୍ୟମକୁ ନେଇ ଏବେ ଅଶାନ୍ତ ପାକିସ୍ତାନ। ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜରି ରଖିବା ସହ ରାସ୍ତାରେ ଟାୟର ଜାଳି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି....।
#Pakistan #Imrankhan #protest #imrankhanattacked #ArgusNews