#ମାଙ୍କ_ସ୍ମୃତିରେ_ତିଆରି_କଲେ_ମନ୍ଦିର
#ମନ୍ଦିରରେ_ସ୍ଥାପନ_ହେବ_ମାଙ୍କ_ପଥର_ମୂର୍ତ୍ତି
ମୂର୍ତ୍ତିର ଉଚ୍ଚତା ରହିବା ୬ ଫୁଟ
ମା ଙ୍କ ସ୍ମୃତିରେ ତିଆରି କରୁଛନ୍ତି ମନ୍ଦିର । ଆନ୍ଧ୍ରପ୍ରଦେଶର ଶିକାକୁଲମରେ ରହୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରବଣ କୁମାର । ନିଜ ମାଙ୍କ ମୃତ୍ୟୁ ପରେ ତାଙ୍କ ପାଇଁ ମନ୍ଦିର ତିଆରି କରୁଛନ୍ତି ଏହି ବ୍ୟକ୍ତି । ଶୁଣନ୍ତୁ ସେ କଣ କହୁଛନ୍ତି...
#AndhraPradesh #srikakulam #temple #mother #sculpture #ArgusNews