#ଜାତିସଂଘ_ସାଧାରଣ_ପରିଷଦ_ବୈଠକରେ_ଭାରତର_ପ୍ରଶଂସା
ଭାରତର ଅର୍ଥନୀତି ଓ ବୈଦେଶିକ ନୀତିକୁ ସ୍ବାଗତ କଲେ ବିଭିନ୍ନ ଦେଶର ପ୍ରତିନିଧି । ବିକାଶ କ୍ଷେତ୍ରରେ ଭାରତ ହିଁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିବ କହିଲେ ଜାତିସଂଘ ମହାସଚିବ ।
#UNGeneralCouncil #meeting #policy #development #ArgusNews