କୋଭିଡ୍ ପୂର୍ବରୁ ତିବ୍ଦତ ସୀମାରେ ଯେଉଁ ସଂଘର୍ଷ ଘଟିଥିଲା ତାହା ସମାଧାନ ନହେବା ଯାଏ ସ୍ବାଭାବିକ ହେବନାହିଁ ଚୀନ ସହ ଭାରତର ସମ୍ପର୍କ । ସାରା ବିଶ୍ବ ଚୀନର ଏହି ହରକତ ସହ ପରିଚିତ ଅଛି ଏବଂ ଏହି ପ୍ରସଙ୍ଗରେ ଶକ୍ତ ଭାବରେ ଠିଆହୋଇଛି ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।
#ArgusNews #TibetBorder #IndiaChinaConflict #relationship #SJaishankar #National