#ସାରା_ବିଶ୍ବରେ_ଆର୍ଥିକ_ମହାଶକ୍ତି_ଭାବେ_ଉଭା_ହୋଇଛି_ଭାରତ ।
#ବଜେଟ୍_ପୂର୍ବରୁ_ସେଣ୍ଟ୍ରାଲ_ହଲରେ_ରାଷ୍ଟ୍ରପତି_ଦ୍ରୌପଦୀ_ମୁର୍ମୁଙ୍କ_ସମ୍ବୋଧନ
କେନ୍ଦ୍ର ସରକାରଙ୍କ ନୀତି, ନିୟତ ପାଇଁ ସବୁ କ୍ଷେତ୍ରରେ ସଫଳତାର ସିଡ଼ି ଚଢ଼ିଛି ଭାରତ । ମହିଳା ସଶକ୍ତୀକରଣ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଯାଏଁ ସବୁଠି ସଫଳତାର ଶିଖର ଛୁଇଁଛି ।
#ArgusNews #Budget #CentralGovt #President #DraupadiMurmu #Delhi #National