ନିଜ ନିଜ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରି ବଡ ବଡ କମ୍ପାନୀକୁ ଟକ୍କର ଦେଉଥିଲେ । ଛୋଟ ବ୍ୟବସାୟକୁ କେମିତି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ହୁଏ ସେ ବାଟ ଦେଖାଇ ବ୍ୟବସାୟୀଙ୍କ ପାଇଁ ଆଦର୍ଶ ସାଜିଥିଲେ । ତାଙ୍କ ନିଧନରେ ପୁରା ଦେଶ ଝୁରୁଛି ।