#ଭାରତ_ପାକ୍_ମୁକାବିଲା
ସୁପର ସଣ୍ଡେରେ ହାଇଭୋଲଟେଜ୍ ମ୍ୟାଚ୍ । ମହିଳା କ୍ରିକେଟ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସନ୍ଧ୍ୟା ସାଢ଼େ ୬ଟାରେ ସାଉଥ ଆଫ୍ରିକାର କେପଟାଉନରେ ଖେଳାଯିବ ମ୍ୟାଚ୍ । ହରମନପ୍ରତି କୌରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବେ ଭାରତୀୟ ଦଳ ।ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।
#ArgusNews #IndiaPakistan #HighVoltageMatch #SuperSunday #WomenCricketWorldCup #national