ଋଷରେ ନିଜର ପରାକ୍ରମ ଦେଖାଇବ ଭାରତ । ସେପ୍ଟେମ୍ବର ୩ରୁ ୧୬ ଯାଏ ଆୟୋଜିତ ହେବାକୁ ଥିବା ବହୁ ରାଷ୍ଟ୍ରୀୟ ସାମରିକ ଅଭ୍ୟାସ ‘ଜାପାଦ’ ରେ ଅଂଶଗ୍ରହଣ କରିବେ ଭାରତୀୟ ସୈନିକ । ଏଥିରେ ଭାରତ ସମେତ ୧୭ଟି ଦେଶ ଅଂଶଗ୍ରହଣ କରିବେ
#Russia #exercise #InadiaArmy #NationalNews #ArgusNews